• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

corona
କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟ ସରକରାଙ୍କ ତତ୍ପରତା

ନୂଆଦିଲ୍ଲୀ: କରୋନାରୁ ମୁକାବିଲା ପାଇଁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ସବୁ ଜିଲ୍ଲା ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିବେ। କରୋନାକୁ ନେଇ ଜିଲ୍ଲା ଚିକିତ୍ସାଳୟରେ କ’ଣ ସବୁ ବ୍ୟବସ୍ଥା ହୋଇଛି ? ସ୍ୱତନ୍ତ୍ର ୱାର୍ଡ ଖୋଲିବା ଏବଂ ଲୋକଙ୍କୁ ଏହି ସକ୍ରମଣ...

save
କଲେଜ୍ ଅଧ୍ୟାପକ ଘରୋଇ କୋଚିଂ ଦେଲେ ନିସ୍ତାର ନାହିଁ

ଭୁବନେଶ୍ୱର: ସରକାରୀ କିମ୍ବା ଅଣସରକାରୀ କଲେଜ  ଅଧ୍ୟାପକ ହୋଇ ଘରୋଇ କୋଚିଂ ଦେଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ କରିବ ଉଚ୍ଚ ଶିକ୍ଷା ବିଭାଗ। ଏପରି ଅଧ୍ୟାପକଙ୍କ  ଉପରେ କଡ଼ା ନଜର ରଖିଛି ଉଚ୍ଚ ଶିକ୍ଷା ବିଭାଗ। ସେମାନଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରି ସାରିଲାଣି। କିଛିଦିନ ତଳେ ଅଭିଭାବକ ସଂଘର ଏକ...

bird
ଆଜିଠାରୁ କୁକୁଡାମରା ଅଭିଯାନ; ବନ୍ଦ ରହିବ ନନ୍ଦନକାନନ ପକ୍ଷୀ ବିହାର

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ କୁକୁଡାମରା ଅଭିଯାନ। ଭୁବନେଶ୍ୱର ଶିରିପୁର ସ୍ଥିତ OUAT କ୍ୟାଂପସ୍ ଭିତରେ ଥିବା ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡ଼ା ମାରିବାକୁ ନିଷ୍ପତ୍ତି ହୋଇଛି। ଏହି ଫାର୍ମର କୁକୁଡ଼ା ସାମ୍ପଲକୁ ଭୋପାଳ ଟେଷ୍ଟିଂ ଲ୍ୟାବ୍‌କୁ ପଠାଯାଇଥିଲା। ସାମ୍ପଲ୍ ପଜେଟିଭ୍ ଚିହ୍ନଟ୍ ହେବା ପରେ...

sahrukh
ମୁଁ ମୁସଲମାନ ଓ ମୋ ପତ୍ନୀ ହିନ୍ଦୁ, ମୋ ପିଲାମାନେ ହିନ୍ଦୁସ୍ତାନୀ: ଶାହରୁଖ୍

ମୁମ୍ବାଇ: ଆମେରିକା ଏୟାରପୋର୍ଟରେ ବାରମ୍ବାର ଚେକିଂର ସାମ୍ନା କରୁଥିବା ଶାହରୁଖ ଖାନ୍‌ କହିଲେ, “ମୁଁ ମୁସଲମାନ, ମୋ ପତ୍ନୀ ହିନ୍ଦୁ ମୋ ପିଲାମାନେ ହିନ୍ଦୁସ୍ତାନୀ”। ତେବେ କାହିଁକି ଏମିତି କହିବାକୁ ପଡ଼ିଲା ଶାହରୁଖଙ୍କୁ। ତାଙ୍କ ଉପରେ କୌଣସି ସାମ୍ପ୍ରଦାୟିକ ଚାପ ପଡ଼ିଲା କି? କେବଳ ଆମେରିକାରେ ନୁହେଁ ନିଜ...

mahila1
କମାଲ ଦେଖାଇଲେ CRPFର ମହିଳା ଯୋଦ୍ଧା

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ରାଜପଥରେ କମାଲ ଦେଖାଇଲେ CRPFର ମହିଳା ଯୋଦ୍ଧା। ଆୟୋଜିତ ପରେଡ୍‌ରେ ଡେୟାର ଡେଭିଲ ଶୋ’ରେ ନିଜର ପରାକାଷ୍ଟା ଦେଖାଇଛି CRPFର ମହିଳା ଟିମ୍ଓ। ପ୍ରଥମ ଥର ପାଇଁ ରାଜପଥ ପରେଡରେ CRPFର ମହିଳା ଟିମ୍‌କୁ ସାମିଲ କରାଯାଇଥିଲା। ଡେୟାର ଡେଭିଲ ଶୋ’ର କମାଣ୍ଡ...

odisha-prangyanapana-medha3-1
ଦିଲ୍ଲୀ ରାଜପଥରେ ଗଡ଼ିଲା ରୁକୁଣା ରଥ; ଛିଡ଼ା ହୋଇ ତାଳି ମାରିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶା ପକ୍ଷରୁ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ପାରମ୍ପରିକ କଳାକୃତୀ ଓ ଓଡ଼ିଆ ସଂସ୍କୃତିକୁ ନେଇ ହୋଇଥିବା ଏହି ପ୍ରଜ୍ଞାପନ ମେଢ଼ ଏଥର ରାଜପଥରେ ଗଡ଼ିଛି। ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର ପ୍ରତିକୃତୀ ଭାବେ ଏହି ପ୍ରଜ୍ଞାପନ ମେଢ଼ କରାଯାଇଛି। ଏହାସହ...

gb
ପତାକା ଉତ୍ତୋଳନ ବେଳେ ଦୁଇ କଂଗ୍ରେସ ନେତା ହାତାହାତି

ଇନ୍ଦୋର: ପତକା ଉତ୍ତୋଳନ ବେଳେ ହାତା ହାତି ହେଲେ ଦୁଇ କଂଗ୍ରେସ ନେତା। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶତ୍ରୁଭଳି ପରସ୍ପରକୁ ଅକ୍ରମଣ କଲେ। କଂଗ୍ରେସ ନେତା ଦେବେନ୍ଦ୍ର ସିଂହ ଯାଦବ ଓ ଚନ୍ଦୁ କୁଞ୍ଜିରଙ୍କ ମଧ୍ୟରେ ହାତାହାତି ହେବା ଦେଖି ପୁଲିସ ମଧ୍ୟସ୍ଥତା କରି ଦୁଇନେତାଙ୍କୁ ଝଗଡ଼ା ଭାଙ୍ଗିଥିଲା। ଖବର...

samman
ସିଏଏ ବିକ୍ଷୋଭ: ଏସ୍‌ପି ଛାତ୍ର ନେତ୍ରୀଙ୍କ ସହିତ ୮ ଗିରଫ

ଲକ୍ଷ୍ନୌ: ସମାଜବାଦି ପାର୍ଟି ଛାତ୍ର ସଂଗଠନ ନେତ୍ରୀ ପୂଜା ଶୁକ୍ଲାଙ୍କ ସହିତ ସିଏଏ ବିରୋଧୀ ବିକ୍ଷୋଭରେ ସାମିଲ୍‌ ଥିବା ଅଭିଯୋଗରେ ୮ଜଣଙ୍କୁ ଗିରଫ୍‌ କରି ଜେଲ୍ ପଠାଇଛି ଉତ୍ତର ପ୍ରଦେଶ ପୁଲିସ। ଗିରଫ ୮ଜଣଙ୍କ ମଧ୍ୟରେ ଜଣେ ଦିଲ୍ଲୀର ସାହିନବାଗ ବିକ୍ଷୋଭର ମୁଖ୍ୟ କାରପଟଦାର ଥିବା ଉତ୍ତର ପ୍ରଦେଶ...

g
ରେଳବାଇରେ ନିଯୁକ୍ତି ସୁଯୋଗ; କୌଣସି ପରୀକ୍ଷା ଦେବାକୁ ପଡ଼ିବନି

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ କୋଚ୍‌ ଫ୍ୟାକ୍ଟ୍ରିରେ ୪୦୦ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଆହ୍ୱାନ କରାଯାଇଛି। ଆବେଦନ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି। ଆବେଦନର ଶେଷ ତାରିଖ ୬ ଫେବ୍ରୁଆରୀ, ୨୦୨୦ ରହିଛି। ଆବେଦନର ସମସ୍ତ ପ୍ରକ୍ରିୟା ଜାଣନ୍ତୁ। ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍ କରିଥିବା...

stoke
ଦର୍ଶକଙ୍କୁ ଅଭଦ୍ର ଶବ୍ଦ କହି ଦଣ୍ଡିତ ହେଲେ ବେନ୍‌ ଷ୍ଟୋକ୍ସ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦର୍ଶକଙ୍କ ପ୍ରତି ଅଭଦ୍ର ଶବ୍ଦ ପ୍ରୟୋଗ କରିଥିବାରୁ ଆଇସିସି ଆଜି ତାଙ୍କୁ ଦଣ୍ଡିତ କରିଛି। ତାଙ୍କ ମ୍ୟାଚ୍‌ର ୧୫% ଫି’ କାଟିବା ସହିତ ତାଙ୍କୁ ଗୋଟିଏ ଡିମେରିଟ୍‌ ପଏଣ୍ଟ ମିଳିଛି। ୪ର୍ଥ...

fg
ମ୍ୟାରିକମ୍ ଓ ସିନ୍ଧୁ ପାଇବେ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ: ଆଜି ଭାରତ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ବକ୍ସିଂରେ ୬ଥର ବିଶ୍ୱ ବିଜେତା ହୋଇଥିବା ଏମସି ମ୍ୟାରିକମଙ୍କୁ ସମ୍ମାନଜନକ ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୀତ କରାଯାଇଛି। ସେହିପରି ବିଶ୍ୱ ଚାମ୍ପିୟନ ଶଟଲର ପିଭି ସିନ୍ଧୁ ଚଳିତ ବର୍ଷ ପଦ୍ମ...

dd
ଅରୁଣ ଜେଟଲୀ ଓ ସୁଷମାଙ୍କ ସହିତ ୭ଜଣଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ : ୭୧ ତମ ଗଣତନ୍ତ୍ର ଦିବସରେ ଅବସରରେ ପଦ୍ମ ପୁରସ୍କାରର ୩ଟି ବିଭାଗରେ ବିଜେତାଙ୍କ ନାଁ ଘୋଷଣା ହୋଇଛି।ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ, ସୁଷମା ସ୍ୱରାଜ, ଜର୍ଜ ଫର୍ଣ୍ଣାଣ୍ଡିଜ୍ (ମରଣୋତ୍ତର)ଙ୍କୁ ପଦ୍ମବିଭୂଷଣ ପୁରସ୍କାର ମିଳିବ। ଏଥିସହିତ ବିଶେଶ୍ୱତୀର୍ଥ ସ୍ୱାମିଜୀ ଶ୍ରୀ ପେଜାଭର(ମରଣୋତ୍ତର)ଙ୍କୁ ମଧ୍ୟ ଏହି ପୁରସ୍କାରରେ...

dd
୧୧ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର; ମନୋଜ ଦାସଙ୍କୁ ପଦ୍ମଭୂଷଣ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଥର ପଦ୍ମ ପୁରସ୍କାର ପାଇବେ ୧୧ଜଣ ଓଡ଼ିଆ। ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯିବ। ସେହିଭଳି ସଦ୍ୟ ମୃତ୍ୟୁବରଣ କରିଥିବା ପ୍ରସିଦ୍ଧ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମରୋଣତ୍ତର...

maharathy
ଓଲିଉଡ୍‌ ହିରୋ ଅର୍ଦ୍ଧେନ୍ଦୁଙ୍କୁ ବିବାହ କରିବେ ମହାରଥୀଙ୍କ ଝିଅ

ଭୁବନେଶ୍ୱର: ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଜିଅ ପଲ୍ଲବୀ ମହାରଥୀଙ୍କୁ ବିବାହ କରିବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ଉଭୟଙ୍କର ନିର୍ବନ୍ଧ ବି ସରିଗଲାଣି। ଏବେ ଯାହା ହାତଗଣ୍ଠି ପଡ଼ିବା ବାକି ରହିଛି। ଗତ ବୁଧବାର ଉଭୟ ପରିବାରର ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି।...

nirbhya
ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ୍ ହୋଇଥିବା ରାଜକ୍ଷମା ଆବେଦନକୁ ପୁଣି ଥରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ନିର୍ଭୟା ଗଣ ଦୁଷ୍କର୍ମର ଦୋଷୀ ମୁକେଶ ସିଂ। ଜାନୁଆରୀ ୧୭ରେ ରାଷ୍ଟ୍ରପତି ମୁକେଶର ପିଟିସନକୁ ଖାରଜ୍‌ କରିଦେଇଥିଲେ। ଏବେ ମୁକେଶ, ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ଆଇନଗତ ତର୍ଜମା କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ...