• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bpd-10-1
ଚେକିଂ ବେଳେ ହୋମଗାର୍ଡଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଗଞ୍ଜେଇ ମାଫିଆ

ମାଲକାନଗିରି: ଚେକିଂ ବେଳେ ହୋମଗାର୍ଡଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଗଞ୍ଜେଇ ମାଫିଆ। ଏଥିରେ ଗୁରୁତର ଅବସ୍ଥାରେ ହୋମଗାର୍ଡ ଟୁନା ବୈରାଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ସଂଧ୍ୟାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର କାଙ୍କରପଡ଼ା ଛକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିଥିଲା। ଏଣୁ ସ୍ଥାନୀୟ ପୁଲିସ ସହ ଅବକାରୀ...

s-4
ସ୍ୱାମୀର ଭରସା ଭାଙ୍ଗି ପ୍ରେମିକର ହାତ ଧରିଲେ; ଦଗାଦିଆ ଧୋକାଦେଇ ମାରିଦେଲା

ବଲାଙ୍ଗିର : ଯୌବନର ବନ୍ୟାରେ ଜୀବନକୁ ଅସ୍ଥିର ଆବେଗରେ ଭସାଇ ନେବାକୁ ଅନେକ ସାଥୀ ମିଳିଯିବେ, ହେଲେ କୂଳରେ ଲଗାଇବା ପାଇଁ କେହି ଆସିବେନି। ସେମିତି ଏକ ଅସ୍ଥିର ଆବେଗରେ ଚହଲି ଯାଇ ପ୍ରେମିକର ପ୍ରୀତି ସୁଅରେ ଭାସିବା ପାଇଁ ସ୍ୱାମୀର ଭରସା ଭାଙ୍ଗି ଘର ଛାଡ଼ିଥିଲେ ମହିଳା।...

dog
ରାଉରକେଲାରେ କୁକୁର ଆତଙ୍କ; ଗୋଟିଏ ଦିନରେ ୧୪୧ଙ୍କୁ କାମୁଡ଼ିଲା

ରାଉରକେଲା: ରାଉରକେଲା ସହରରେ କୁକୁର ଆତଙ୍କ। ୩ ଦିନ ମଧ୍ୟରେ ୨ଶହରୁ ଅଧିକ ଲୋକଙ୍କୁ ଆକ୍ରମଣ କଲେଣି ଏକାଧିକ କୁକୁର। ରବିବାର ଦିନ ୮୯ ଜଣ ଏବଂ ଗତକାଲି ୧୪୧ ଜଣ ଲୋକ କୁକୁର ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି। ସେକ୍ଟର ଅଞ୍ଚଳ, ଝିରିପାଣି, ଜଗଦା, କୋଏଲ୍...

aliance
ସୁରତ ପରେ ଏବେ ବାରାଣସୀକୁ ଉଡ଼ିବ ବିମାନ

ଭୁବନେଶ୍ୱର: ସୁରତ ପରେ ଏବେ ବାରାଣସୀକୁ ଉଡ଼ିବ ବିମାନ। ଆସନ୍ତା ୩୧ ତାରିଖରୁ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ୭୦ ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାରର ବିମାନ ସବୁ ଦିନ ଉଡ଼ିବ। ଭୁବନେଶ୍ୱରରୁ ଦିନ ୧୨ଟା ୧୫ ମିନିଟ୍‌ରେ ଛାଡ଼ି ୨ଟା ୫ରେ ବାରାଣସୀରେ...

ran
ବର୍ଷା: ଆଜିଠାରୁ ୨ ଦିନ ଯାଏ ଭିଜିବ ଓଡ଼ିଶା

ଭୁବନେଶ୍ୱର ଆଜିଠାରୁ ୨ ଦିନ ଯାଏ ଭିଜିବ ଓଡ଼ିଶା। ରାଜ୍ୟରେ ୨ଦିନ ଧରି ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ,...

odisha-prangyan-pana-medha-1
ଗଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶାର ରୁକୁଣା ରଥ ମେଢ଼କୁ ମିଳିଲା ଦ୍ୱିତୀୟ ସ୍ଥାନ

ଭୁବନେଶ୍ୱର: ଏଥର ଗଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶା ପକ୍ଷରୁ ପ୍ରଦର୍ଶିତ ପ୍ରଜ୍ଞାପନ ମେଢ଼କୁ ମିଳିଛି ପୁରସ୍କାର। ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର ପ୍ରତିକୃତିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ମେଢକୁ ଦ୍ୱିତୀୟ ଶ୍ରେଷ୍ଠ ମେଢ଼ ଭାବେ ପୁରସ୍କାର ମିଳିଛି। ଆଜି ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ପ୍ରତିରକ୍ଷା ମନ୍ତ୍ରୀ...

bpd-10-1
ବାହାଘର ଭୋଜି ଖାଇ ଏଇ ଅବସ୍ଥା: ୬୦ ଅସୁସ୍ଥ ହେଲେ

ବାରିପଦା(ମାଣିକଲାଲ ପାଣି): ବାରିପଦା ଷ୍ଟେସନ ବଜାର ଅଞ୍ଚଳରେ ଗତରାତିରେ ଏକ ବାହାଘର ଭୋଜି ଖାଇ ୬୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତ ଅସୁସ୍ଥଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି।  ସେମାନଙ୍କ ମଧ୍ୟରୁ ଅନେକ ଲୋକ ଆଜି...

mother
ସୀମା ପାର ହେଲା ସାବତ ମାଆର ଅମାନବିକତା

ରାୟଗୁଡ଼ା:ସୀମା ପାର ହେଲା ସାବତ ମାଆର ଅମାନବିକତା। ପ୍ୟାଣ୍ଟରେ ଛୁଆ ଝାଡ଼ା କରିବା ପରେ ବୁଝାଇବା ପରିବର୍ତ୍ତେ କଡ଼ା ଶାସ୍ତି ଦେଇଛି ମାଆ। ଏପରି କିଛି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଉକୁମ୍ବା ଅଞ୍ଚଳରେ। ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ତାଙ୍କ ପୁଅକୁ ଚେଙ୍କ ଦେଇଥିବା...

asit
ଆଜି ବସିବ ପଦୋନ୍ନତି ଅଦାଲତ

ଭୁବନେଶ୍ୱର: ଆଜି ବସିବ ପଦୋନ୍ନତି ଅଦାଲତର ପ୍ରଥମ ରାଉଣ୍ଡ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସକାଳ ୧୦ଟାରେ ବସିବାକୁ ଥିବା ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ଏବଂ ଯୋଜନା ବିଭାଗ ପଦନ୍ନୋତି ମାମଲାର ଶୁଣାଣି ହେବ। ସେହିଭଳି...

virus
କରୋନା ଭାଇରସ୍‌ରୁ କିପରି ବର୍ତ୍ତିବେ ?

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେତେକ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ସାବୁନରେ ଭଲ ଭାବେ ହାତ ଧୋଇବା ସହିତ କାଶ ବା ଛିଙ୍କ ସମୟରେ ନାକ ଓ ମୁହଁକୁ ରୁମାଲରେ ଘୋଡ଼ାଇ ରଖିବାକୁ କୁହାଯାଇଛି। ତା ସହିତ...