• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

jj
'ମୋ ସରକାର'କୁ ବାରମ୍ବାର ଫୋନ୍‌ କରି ନିରାଶ ହେଲେ ପୁଅ: ଡାକ୍ତରଙ୍କ ଅବହେଳା ଯୋଗୁ ଶେଷରେ ମାଆ ଛେଉଣ୍ଡ ହେଲେ

କଟକ: ରୋଗୀଙ୍କୁ ଉତ୍ତମ ସେବା ପାଇଁ ସରକାରୀ ହସିପଟାଲ୍‌ରୁ ଆରମ୍ଭ ହୋଇଥିବା ମୋ ସରକାରର ମୁଖା ଖୋଲିଛି। କଟକ ବଡ ମେଡିକାଲରେ ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁର ସାଂଘାତିକ ଅଭିଯୋଗ ଆସିଛି। ଏପରିକି ଘଟଣା ସଂପର୍କରେ ଛଅ ଛଅ ଥର ମୋ ସରକାର କଲ୍ ସେଣ୍ଟରକୁ ଫୋନ୍ କରି...

hd
ସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା

ଭୁବନେଶ୍ୱର: ରାଜ୍ୟର ସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା। ୩୦ ଜିଲ୍ଲାର ୧୦୧ ସ୍କୁଲକୁ ଉତ୍କର୍ଷ କେନ୍ଦ୍ର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ୧୦୧ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଇଂଲିଶ ମିଡିୟମ ସେକ୍ସନ ଖୋଲିବ। ପ୍ରତି ସ୍କୁଲର ଭିତ୍ତିଭୂମି ବିକାଶ...

kanu
ଜୀବନ ନେଇଛି ଜାନୁଆରୀ

ଭୁବନେଶ୍ୱର: ନୂଆ ଟ୍ରାଫିକ ନିୟମ ପରେ ବି ରାଜ୍ୟରେ ଥମୁନି ଦୁର୍ଘଟଣାର ହାର। ୨୦୨୦ ଆରମ୍ଭରୁ କେବଳ ଜାନୁଆରୀ ୧୦ରୁ ସଡ଼କ ଦୁର୍ଘଟଣାରେ ଯାଇଛି ବହୁ ଜୀବନ ଯାଇଛି। ଆଜି କେନ୍ଦୁଝର ପଣ୍ଡାପଡ଼ା ଥାନା ସୁନାଟାଙ୍ଗିରୀ ଗାଁ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ...

nm
କାଳରାତ୍ରୀର କାହାଣୀ : ମୃତ୍ୟୁର ଘାଟିରେ ଗଡ଼ିଲା ମଣିଷ ମୁଣ୍ଡ

ଭୁବନେଶ୍ୱର: ପୁଣି ସେହି ତପ୍ତପାଣି ଘାଟି, ପୁଣି ସେହି ବସ୍ ଦୁର୍ଘଟଣା। ମୃତ୍ୟୁର ଘାଟିରେ ଯାଇଛି ନିରୀହ ଯାତ୍ରୀଙ୍କ ଜୀବନ। ଆଜି ଭୋର୍ ପ୍ରାୟ ସାଢ଼େ ୩ଟାରେ ମାରୁତି ନାମକ ଏକ ଘରୋଇ ନାଇଟ୍ ଏକ୍ସପ୍ରେସ ବସ୍‌ ରାସ୍ତାରୁ ଖାତକୁ ଖସିବାରୁ ବସ୍ ଡ୍ରାଇଭରଙ୍କ ସମେତ ୮ଜଣ ପ୍ରାଣ...

d
ଦଶମ ଶ୍ରେଣୀ ପିଲାଙ୍କୁ ଏହି ପାଠ ପଢ଼ାଇବାକୁ ସୁପ୍ରିମୋର୍ଟଙ୍କ ପ୍ରସ୍ତାବ

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପିଲା ସଡ଼କ ସୁରକ୍ଷା ପାଠ ପଢ଼ିବେ। ଏନେଇ ପରିବହନ ବିଭାଗ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅବଗତ କରିବା ସହ ବିଷୟବସ୍ତୁ ପ୍ରସ୍ତୁତ କରିବାକୁ କହିଛି। ସଡ଼କ ସୁରକ୍ଷା ନେଇ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ  ଏସମ୍ପର୍କରେ ଆଲୋଚନା ହୋଇଛି। ସ୍କୁଲ...

one-blast
ସମେଣ୍ଟ କାରଖାନାରେ ବିସ୍ଫୋରଣ; ଜଣେ ମୃତ ଆହତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସିମେଣ୍ଟ କାରଖାନାରେ ବିସ୍ଫୋରଣ ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏମିତି ଭୟଙ୍କର ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଓସିଏଲ୍‌ ସିମେଣ୍ଟ କାରଖାନାରେ ଘଟିଛି। ଆଜି ଅପରାହ୍ନରେ...

bvnn-750x430
ମାଆର ସ୍ୱପ୍ନ ପୂରଣ କଲେ ସିପି: ଟ୍ୱିଟର୍‌ରେ ଶେୟାର କଲେ ଫଟୋ

ଭୁବନେଶ୍ୱର: ପୁଅର ସଫଳତାରେ ମାଆର ଛାତି ଗର୍ବରେ ଫୁଲି ଉଠେ। ସବୁ ମାଆରେ ଗୋଟିଏ ସ୍ୱପ୍ନ ଥାଏ ପୁଅର ସଫଳତାକୁ ନିଜ ଆଖି ଆଗରେ ଟିକେ ଦେଖି ଆତ୍ମତୃତ୍ପି ଲଭିବାକୁ। ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ମାଆଙ୍କର ମଧ୍ୟ ଠିକ୍‌ ସେମିତି ଗୋଟି ସ୍ୱପ୍ନ ଥିଲା। ଆଉ...

kd
ଯୁବ ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷଙ୍କ ଆଉ ଏକ ସଫଳତା

ପୁରୀ: ସଫଳତାର ଗୋଟିଏ ପରେ ଗୋଟିଏ ଶିଢ଼ି ଚଢ଼ି ଚାଲିଛନ୍ତି ଯୁବ ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ। ତାଙ୍କଦ୍ୱାରା ନିର୍ମିତ ଫିଲ୍ମ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ସ୍ଥାନିତ ହେଉଥିବା ବେଳେ ଅନେକ ଆୱାର୍ଡ ମଧ୍ୟ ଜିତୁଛି। ନିକଟରେ ତାଙ୍କର ସର୍ଟ ଓଡ଼ିଆ ଫିଲ୍ମ ସଂଯୋଗ...

rani-panda.jpg1_
"ମୁଁ ଯାହା କାନ କାମୁଡ଼ି ନାହିଁ ସେମାନେ ଅଧିକ ଭାଇରାଲ୍‌ କଲେ : ରାନୀ ପଣ୍ଡା

ଭୁବନେଶ୍ୱର : ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ଦେଖିବାକୁ ମିଳିବ ନାହିଁ ରାନୀ ପଣ୍ଡାଙ୍କ ଡ୍ୟାନ୍ସ।  କାରଣ ସେ ଅଭିନୟ କରୁଥିବା ଅନୁଷ୍ଠାନ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ ଚଳିତବର୍ଷ ଖଣ୍ଡଗିରିକୁ ଆସୁନାହିଁ। ସେହି ଦୁଷ୍ଟିରୁ ରାନୀଙ୍କ ଡ୍ୟାନ୍ସ ଦେଖିବାକୁ ପାଇବେ ନାହିଁ ଦର୍ଶକ। ତେବେ ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି...

Untitled-1
ହାମିଲଟନରେ ହାଇଭୋଲଟେଜ୍ ଟି-୨୦: ସିରିଜ୍ ଜିତିଲା ଇଣ୍ଡିଆ

ହାମିଲଟନ୍‌: ହାମିଲଟନରେ ହାଇଭୋଲଟେଜ୍ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଐତିହାସିକ ସିରିଜ୍ ବିଜୟ ହାସଲ କରିଛି। ବୁଧବାର ସେଡନ୍ ପାର୍କରେ ଖେଳାଯାଇଥିବା ରୋମଞ୍ଚକର ମୁକାବିଲାରେ ରୋହିତ୍ ଶର୍ମା ସୁପର୍ ଓଭରରେ ଲଗାତାର ଦୁଇଟି ଛକା ମାରି ନ୍ୟୁଜିଲ୍ୟାଣ୍ଡଠାରୁ ମ୍ୟାଚ୍ ଛଡ଼ାଇ ନେବା ସହ...

gunda
ଜାତୀୟ ଓ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ପରବିନ୍ଦର ପାଲ୍ ସିଂହ

ଭୁବନେଶ୍ୱର: ନ୍ୟାୟ ପାଇଁ ଜାତୀୟ  ଓ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଭୁବନେଶ୍ୱରରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂହ। ଆଜି ସେ ନିଜ ପରିବାର ସହ ଯାଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି। ଆକ୍ରମଣ ସତ୍ତ୍ୱେ ଅଭିଯୁକ୍ତଙ୍କ...

ck
କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର: ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର

ଭୁବନେଶ୍ୱର: କରୋନା ଭାଇରସକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସମସ୍ତ ୩୦ ଜିଲ୍ଲାର ମୁଖ୍ୟ ମେଡିକାଲ ଅଧୀକ୍ଷକ ଓ ହସ୍ପିଟାଲ ମ୍ୟାନେଜରଙ୍କୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏପରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ...

hati-33
ମଣିଷମରା ଦନ୍ତାକୁ ଫେରାଇ ନେଲା ବନ ବିଭାଗ

ଯାଜପୁର: ଶେଷରେ ସ୍ଥାନାନ୍ତର ହେଲା ନରହନ୍ତା ହାତୀ। ଗତ ୧୦ ଦିନ ଧରି ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିବା ସହିତ ୪ ଜଣଙ୍କୁ ମାରି ଥିବା ଦନ୍ତାହାତୀକୁ ଗତକାଲି ଦାନଗଦି ବ୍ଲକ୍‌ କଣ୍ଟିପୁର ଜଙ୍ଗଲରୁ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରି କାବୁ କରିଥିଲା। ଆଜି ଏହି ଦନ୍ତାହାତୀକୁ...