ନୂଆଦିଲ୍ଲୀ: ଆସନ୍ତାକାଲି ଫାଶୀ ପାଇବାକୁ ଥିବା ନିର୍ଭୟା ଦୋଷୀମାନେ ପୁଣିଥରେ ନୂଆ ଭେଳିକି ଦେଖାଇଛନ୍ତି। ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ୨୦୧୨ର ଏହି ଲୋମଟାଙ୍କୁରା ଘଟଣା ବେଳେ ପବନ ନାବାଳକ ଥିବା ସୁପ୍ରିମକୋର୍ଟରେ ପୁଣି ନିବେଦନ କରିଛି। ପୂର୍ବରୁ...
ନୂଆଦିଲ୍ଲୀ: ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜିଲ ଇମାମ ହାତ କାଟିଦେବା ପାଇଁ ଶିବସେନାର ଆହ୍ୱାନ ପରେ ତାଙ୍କୁ ଗୁଳି ମାରିଦେବା ଦରକାର ବୋଲି କହିଛନ୍ତି ବିଜେପି ବିଧାୟକ ସଙ୍ଗୀତ ସୋମ୍। ଏନ୍ଆଇକୁ ଦେଇଥିବା ଏକ ବୟାନ୍ରେ ସଙ୍ଗୀତ କହିଛନ୍ତି ”...
ମୁମ୍ବାଇ: ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜିଲ ଇମାମଙ୍କ ହାତ କାଟି ଦେବାକୁ ଆହ୍ୱାନ ଦେଇଛି ବିଜେପିର ପୁରୁଣା ସହଯୋଗୀ ଶିବସେନା। ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ତା’ର ମୁଖପତ୍ର ସାମ୍ନା ଜରିଆରେ ଆଜି ଶରଜିଲ ଇମାମଙ୍କୁ ଟାର୍ଗେଟ କରିଛି। ଏଥିରେ କୁହାଯାଇଛି...
ଫାରୁକାବାଦ: ଉତ୍ତର ପ୍ରଦେଶର ଫାରୁକାବାଦରେ ଜନ୍ମ ଦିନ ପାର୍ଟି ଆଳରେ ୨୩ ଜଣ ଶିଶୁଙ୍କୁ ପଣବନ୍ଦୀ କରି ଦୀର୍ଘ ୯ ଘଣ୍ଟା କାଳ ଆତଙ୍କ କରୁଥିବା ବ୍ୟକ୍ତି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି। ଏଥିସହ ପଣବନ୍ଦୀ ହୋଇ ରହିଥିବା ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ହେଲେ ଏବେ...
ନୂଆଦିଲ୍ଲୀ: ଭୟଙ୍କର କରୋନା ଭାଇରସ୍ରୁ ଦେଶର ନାଗରିକଙ୍କୁ ରକ୍ଷା କରିବା ପାଇଁ ଚୀନରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯିବ। ଏଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଏକ ସ୍ୱତନ୍ତ୍ର ବିମାନ ଯିବ ଚୀନର ଉହାନ୍କୁ ଯାତ୍ରା କରିବ। ସେଠାରେ ଥିବା ଭାରତୀୟଙ୍କୁ ନୂଆଦିଲ୍ଲୀକୁ ଫେରାଇ ଆଣାଯିବ। ଏହାପରେ ଦିଲ୍ଲୀରୁ...
ଉହାନ: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ହେଲ୍ଥ ଇମର୍ଜେନ୍ସି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟା ସଂଗଠନ। ଆନ୍ତର୍ଜାତିକ ସ୍ତରରେ ଏହାର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଚାଇନାରେ ସୃଷ୍ଟି ହୋଇଥିବା ଭୟଙ୍କର କରୋନା...
ଫାରୁକାବାଦ: ଉତ୍ତର ପ୍ରଦେଶର ଫାରୁକାବାଦ ଜିଲ୍ଲାର ମହମ୍ମଦ କଠାରିଆ ଗାଁର ଜଣେ ହତ୍ୟା ଅଭିଯୁକ୍ତ ନିଜର ବର୍ଷକର ଝିଅ ପତ୍ନୀଙ୍କ ସହିତ ୨୦ ଜଣ ପିଲାଙ୍କୁ ନିଜ ଘରେ ବନ୍ଦି ରଖିଛି। ବନ୍ଧୁକ ମୁନରେ ସେମାନଙ୍କୁ ଡରାଇବା ସହିତ ମଝିରେ ମଝିରେ ଫାଇରିଂ ବି କରୁଛି। ଝିଅର ଜନ୍ମଦିନ...
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ ଜାରି ରଖି ସେମିଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାର୍ଟରଫାଇନାଲରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୭୨ ରନରେ ହରାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ସାମ୍ ଫେନିଙ୍ଗ୍ ଭାରତୀୟ ପେସ୍ ବୋଲର...
ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ପ୍ରାୟ ୭ ଜଣ ନାବାଳିକାଙ୍କୁ ଅପହରଣ କରାଯାଉଛି। NCRBର ଏ ତଥ୍ୟ ନାବାଳିକାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନଚିହ୍ନ ଲଗାଇଛି। ଗରିବ ନାବାଳିକାଙ୍କୁ କାମ ଦେବାର ପ୍ରଲୋଭନ ହେଉ କି ଯୌନ ଶୋଷଣ କରି ନାବାଳିକାଙ୍କୁ ଅପହରଣ କରାଯାଉଛି। ଆଉ ନିଖୋଜ ହେବା ପରେ ପୁଲିସ...
ଭୁବନେଶ୍ୱର: ଧିମା ଅର୍ଥନୀତିରେ ସ୍ଫୁର୍ତ୍ତି ଆଣିବାକୁ ରିୟଲ ଇଷ୍ଟେଟ କ୍ଷେତ୍ରର ଅଭିବୃଦ୍ଧି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କାରଣ ଅଟୋମୋବାଇଲ ସେକ୍ଟର ପରେ ରିୟଲ ଇଷ୍ଟେଟ୍ରେ ମାନ୍ଦାବସ୍ଥା ଜିଡିପି ଅଭିବୃଦ୍ଧିରେ ମୁଖ୍ୟ ଅନ୍ତରାୟ ସୃଷ୍ଟି କରିଛି। ତେବେ କାରବାର ବଢ଼ାଇବାକୁ ଗୃହ ଋଣ ସୁଧ...
ମୁମ୍ବାଇ: ସୁଧୁରିଲାନି ଇସ୍କନ। ମୁମ୍ବାଇରେ ଅଦିନରେ ଗଡ଼ିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ। ଆଷାଢ଼ ବଦଳରେ ମାଘ ମାସରେ ରଥଯାତ୍ରାର ଆୟୋଜନ କଲା ଇସ୍କନ। ତେବେ ପୂର୍ବରୁ ଥାନାରେ ଏତଲା, ତୀବ୍ର ପ୍ରତିବାଦ ପରେ ନଭେମ୍ବର ୨୭ରେ ଲୁଧିଆନାରୁ ଓହରିଥିଲା। ହେଲେ ମୁମ୍ବାଇରେ ଅଦିନରେ ଗଡ଼ାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ।...
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଏତେ ଆଇନ୍ ଓ ସଚେତନତା ପରେ ବି ଯୌତୁକ ଲୋଭି ମଣିଷ ସୁଧୁରୁନି। ସାମାନ୍ୟ କିଛିଟା ଯୌତୁକ ପାଇଁ ଜଣେ ନୀରିହ ଝିଅକୁ ଜାଳି ମାରି ଦିଆଯାଇଛି! ଏପରି ଘଟଣା ଘଟିଛି ଷ୍ଟଲ୍ସିଟି ରାଉରକେଲାରେ। ଦୋଷୀଙ୍କୁ ଉଚିତ ଦଣ୍ଡ ଦେବାକୁ ଏବେ ଝିଅର ବାପା...
ୱାୟନାଡ଼: ପ୍ରଧାନମନ୍ତ୍ରୀଙ୍କ ଉପରେ ବିବାଦୀୟ ଟିପ୍ପଣୀ କରି ଫସିଲେ ରାହୁଲ ଗାନ୍ଧି। ୧୯୪୮ ଆଜିର ଦିନରେ ଗୋଡ୍ସେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଥିଲା। ଏହାକୁ ସମଗ୍ର ଦେଶ ସହିଦ ଦିବସ ରୂପେ ପାଳନ କରୁଥିବା ବେଳେ ଗାନ୍ଧି ହତ୍ୟାକାରୀଙ୍କ ସହିତ ମୋଦିଙ୍କୁ ତୁଳନା କରି ବିବାଦକୁ...