• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

saks
ଜମି ନେଇ ଇଣ୍ଡୋ-ଇସଲାମିକ୍‌ କଲଚର ଟ୍ରଷ୍ଟ ଗଠନ କରିବ ସୁନ୍ନି ୱାକ୍‌ଫ ବୋର୍ଡ !

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ଜମି ବିବାଦ ମାମଲାରେ ଆସିଥିବା ରାୟର ୩ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଙ୍କ ମନ୍ଦିର ପାଇଁ ଟ୍ରଷ୍ଟ ଘୋଷଣା କରିଛନ୍ତି। ତେବେ ଏହା ପରେ ପରେ ଏହି ମାମଲାର ଅନ୍ୟତମ ପକ୍ଷ ସୁନ୍ନି ୱାକ୍‌ଫ ବୋର୍ଡ ମଧ୍ୟ...

cp
ଧକ୍କା ଦେଇ ପଳାଉଥିଲା କାର୍‌; ଗୋଡ଼ାଇ ଗୋଡ଼ାଇ ଧରିଲେ ସିପି

ଭୁବନେଶ୍ୱର: ନିଜର ବକ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା କମିସନର ପୁଲିସ୍‌ ସୁଧାଂଶୁ ଷଡ଼ଙ୍ଗୀ ପୁଣି ଚର୍ଚ୍ଚାରେ। ଏଥର ବେଲଗାମ କାର୍ ଚାଳକକୁ ଗୋଡ଼ାଇ ଗୋଡ଼ାଇ ଧରି ଚର୍ଚ୍ଚାକୁ ଆସିଛନ୍ତି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ। ହଂସପାଳ ନିକଟରେ ଧରାପଡ଼ିଲା କାର। କୁଆଖାଇ ବ୍ରିଜରେ ଧକ୍କା...

tara
ତାରାତାରିଣୀ ପୀଠର ବିକାଶ ପାଇଁ ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର: ପ୍ରସିଦ୍ଧ ତାରାତାରିଣୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ଏହି ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବା ନିମନ୍ତେ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ,...

akshya
ନିର୍ଭୟା ଦୋଷୀ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ; ବାକି ରହିଲା ଇଏ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସିଂ ଠାକୁରର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି। ଦୋଷୀ ଅକ୍ଷୟ ଗତ ଶନିବାର ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା। ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତାର ଏହି ଆବେଦନକୁ ଖାରଜ କରି ଦେଇଥିବା ନେଇ ଗୃହ...

elec
ବଢ଼ିପାରେ ବିଦ୍ୟୁତ ଶୁଳ୍କ

ଭୁବନେଶ୍ୱର: OHPC ଏବଂ OPGC ପରେ ବିଜୁଳି ଦର ବଢ଼ାଇବାକୁ ଦାବି କଲା ଗ୍ରୀଡ୍‌କୋ। ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ଆଉ ୧ ଟଙ୍କା ୧୧ ପଇସା ବୃଦ୍ଧି କରିବାକୁ ଗ୍ରୀଡ୍‌କୋ ଦାବି କରିଛି। ଓଇଆର୍‌ସି ଶୁଣାଣିରେ ଗ୍ରୀଡ୍‌କୋ ଯୁକ୍ତି ବାଢ଼ିଛି ଯେ, ରାଜ୍ୟ ବାହାରୁ ବିଦ୍ୟୁତ୍ କିଣିବାକୁ...

buss
ବସ୍ ଭିତରେ ମହିଳାଙ୍କୁ ଅସଦାଚରଣ କଲେ ସାବାଡ୍‌ ହେବେ ଦୁର୍ବୃତ୍ତ; ସବୁ ବସ୍‌ରେ ଲାଗିବ...

ଭୁବନେଶ୍ୱର: ବସ୍ ଭିତରେ ମହିଳାଙ୍କୁ ଅସଦାଚରଣ କରୁଥିବା ଏଥର ସାବାଡ୍‌ ହେବେ। କାରଣ ବସ୍‌ରେ ଲାଗିବ ଇମର୍ଜେନ୍ସି ବଟନ। ଆଉ ଏହି ବଟନ୍ ଦବାଇବା କ୍ଷଣି ମନିଟରିଂ ସେଲ୍‌ରେ ତୁରନ୍ତ ପହଞ୍ଚିବ ସୂଚନା। ଫଳରେ ଆଲର୍ଟ ହେବ ପୋଲିସ୍। ଖସିପାରିବେନି ଅଭିଯୁକ୍ତ। ତେବେ କେବଳ ଇମର୍ଜେନ୍ସି ବଟନ୍ ନୁହେଁ,...

nida
ଏପଟେ ମଣ୍ଡିରେ ଧାନ ସେପଟେ ଅଦିନିଆ ବର୍ଷା; ମଝିରେ ଫସିଛି ଚାଷୀ, ନିଦରେ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଗୋଟେ ପଟେ ମଣ୍ଡିରୁ ଧାନ ଉଠୁନି, ଅନ୍ୟପଟେ ଅଦିନିଆ ବର୍ଷା। ଏମିତି ମଝାମଝି ଅବସ୍ଥାରେ ଘାଣ୍ଟି ହେଉଛନ୍ତି ଚାଷୀ। ଗତକାଲିଠୁ ହଠାତ୍‌ ପାଗରେ ପରିବର୍ତ୍ତନ ସହ ଅଦିନିଆ ବର୍ଷା ଯୋଗୁ ଉଜୁଡ଼ି ଯାଇଛି ପଶ୍ଚିମ ଓଡ଼ିଶାର ଧାନ ଚାଷୀଙ୍କ ଆଶା। ଏଣେ କୋହଲା ପାଗ ସାଙ୍ଗକୁ ଉପକୂଳ...

medical-750x420
ବରଗଡ଼ବାସୀଙ୍କ ଦାବି ମାନି ଜିଲ୍ଲାବାସୀଙ୍କୁ ଏହି ଉପହାର ଦେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ହସ୍ପିଟାଲ ହେବ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ସେଠାରେ ସିଟି ହସ୍ପିଟାଲ୍‌ କରିବା ଦାବିରେ ବରଗଡ଼ବାସୀ ଜୋରଦାର ଆନ୍ଦୋଳନ କରିଥିବା ବେଳେ, ଏହାକୁ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ CHCରେ ପରିଣତ କରିବା ଲାଗି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ...

train
ଏଥର ରେଳ ବଜେଟ୍‌ରେ ଓଡ଼ିଶାକୁ ମିଳିଲା ଏତିକି

ନୂଆଦିଲ୍ଲୀ: ଏଥର ବଜେଟ୍‌ରୁ ରେଳବାଇ କ୍ଷେତ୍ରରେ ଇଷ୍ଟକୋଷ୍ଟ ରେଲ୍‌ୱେକୁ ମିଳିବ ୫ ହଜାର ୮୬୫ କୋଟି ଟଙ୍କା। ସେଥିରୁ ଓଡ଼ିଶାରେ ଚାଲିଥିବା ପ୍ରକଳ୍ପ ପାଇଁ ରହିଛି ୪ ହଜାର ୩୭୩ କୋଟି ଟଙ୍କା। ସମ୍ବଲପୁରରୁ ଗୋପାଳପୁର ଭାୟା ଫୁଲବାଣୀ ପର୍ଯ୍ୟନ୍ତ ୨୪୧ କିଲୋମିଟର ଦୀର୍ଘ ନୂଆ ରେଳ ଲାଇନ୍...

msug
ଏଣିକି ରଙ୍ଗ୍‌ ରୁଟ୍‌ରେ ଡ୍ରାଇଭିଂ କଲେ ଚକା ଲିକ୍‌ ହେବ ; କାରଣ ରାସ୍ତାରେ ଲାଗିବ...

ଭୁବନେଶ୍ୱର: ରଙ୍ଗ୍ ଡ୍ରାଇଭିଂ କରୁଥିଲେ ସାବଧାନ ହୋଇଯାଆନ୍ତୁ। ଏଣିକି ରଙ୍ଗ୍ ରୁଟ୍‌ରେ ଡ୍ରାଇଭିଂ କଲେ ଆଉ ନିସ୍ତାର ନାହିଁ। ସାଙ୍ଗେ ସାଙ୍ଗ ଆପଣଙ୍କ ଗାଡ଼ିର ଚକା ଲିକ୍ ହୋଇଯିବ। କାରଣ ରାଜଧାନୀ ଭୁବନେଶ୍ୱର ଓ କଟକରେ ସ୍ପାଇକ୍ ବ୍ୟାରିଅର ଲଗାଇବାକୁ ନିଷ୍ପତ୍ତି ହୋଇଛି। ଟ୍ୱିନ୍ ସିଟିର ୨୪୨ଟି ସ୍ଥାନକୁ...

TAGRES
ଏବେ ‘କାହ୍ନା’ ଅଭୟାରଣ୍ୟକୁ ଯିବନି ବାଘୁଣୀ ‘ସୁନ୍ଦରୀ’

ଭୁବନେଶ୍ୱର: ସାତକୋଶିଆରୁ ଏବେ ‘କାହ୍ନା’ ଅଭୟାରଣ୍ୟକୁ ଯିବନି ବାଘୁଣୀ ‘ସୁନ୍ଦରୀ’। ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ଟି ବାଘ ଅଛନ୍ତି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ‘ସୁନ୍ଦରୀ’କୁ ସ୍ଥାନାନ୍ତର କରାଯିବ ବୋଲି ଚିଫ୍ ୱାଇଲ୍‌ଡ ଲାଇଫ୍‌ ୱାର୍ଡେନ୍‌ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କୁ...

raja
ଇସ୍କନ୍‌ର ଅଦିନିଆ ରଥଯାତ୍ରାକୁ ନେଇ ଏମିତି ନିଷ୍ପତ୍ତି ନେଲେ ଗଜପତି ମହାରାଜା

ପୁରୀ: ଆଜି  ଶ୍ରୀମନ୍ଦିର ପରିଚାଳନା ବୈଠକରେ ଇସ୍କନ୍‌ର ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠିଥିଲା। ବୈଠକରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ଗଜପତି ମହାରାଜା ଦିବ୍ୟ ସିଂହ ଏନେଇ ଇସ୍କନ ମୁଖ୍ୟଙ୍କୁ  ଚିଠି ଲେଖି ଅବଗତ କରାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଏପରି ରଥଯାତ୍ରା...

Untitled-1
ଜଗନ୍ନାଥଙ୍କ ଟଙ୍କା ଏହି ବ୍ୟାଙ୍କ୍‌ରେ ରଖାଯିବ

ଭୁବନେଶ୍ୱର:  ଶ୍ରୀମନ୍ଦିର ପାଣ୍ଠି  ଏଣିକି କେବଳ ଜାତୀୟକରଣ ବ୍ୟାଙ୍କରେ ହିଁ ଗଚ୍ଛିତ ରହିବ। ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ସେଠି ଟଙ୍କା ଜମା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଏନେଇ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ...

bishon
ଅଣ୍ଡର-୧୯ ବିଶ୍ୱକପ୍‌: ଫାଇନାଲ୍ ପାଇଁ ଭାରତକୁ ୧୭୩ ରନ୍‌ର ଟାର୍ଗେଟ୍‌ ଦେଲା ପାକିସ୍ତାନ

ପୋଚେଫଷ୍ଟ୍ରୁମ୍‌: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ତେବେ ପ୍ରଥମ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ୪୩.୧ ଓଭରରେ ୧୭୨ ରନ୍‌ କରି ଅଲଆଉଟ୍ ହୋଇଯାଇଛି। ପାକିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍ ହାଇଦର ଅଲୀ ଓ...