ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ସଂପୃକ୍ତ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏଥର ପ୍ରଶ୍ନପତ୍ର ଭାଇରାଲ୍ ନହେବା ପାଇଁ...
ଭୁବନେଶ୍ୱର: ବିଦ୍ୟୁତ ବିଲ୍ ଖିଲାପକାରୀଙ୍କ ପାଇଁ ଆଶ୍ୱସ୍ତି। ୧୦ ଦିନ ପାଇଁ ବିଦ୍ୟୁତ୍ ଦେୟ ଖିଲାପକାରୀଙ୍କୁ ମହଲତ ଦେଲା ସେସୁ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଖିଲାପକାରୀଙ୍କ ବିଦ୍ୟୁତ କାଟ ହେବନି ବୋଲି ସୂଚନା ଦେଇଛି ସେସୁ । ଏହି ସମୟ ମଧ୍ୟରେ ଦେୟ ପୈଠ ନ କଲେ...
ଭୁବନେଶ୍ୱର: ଭିନ୍ନ ମୋଡ଼ ନେଲା ପରବିନ୍ଦର ପାଲ୍ ସିଂଙ୍କୁ ମାଡ଼ ଘଟଣା। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂଙ୍କୁ ମାଡ଼ ଘଟଣାରେ ତାଙ୍କ ନାମରେ ପାଲଟା ଅଭିଯୋଗ ହୋଇଛି। ଭୁବନେଶ୍ୱର SDJMଙ୍କ କୋର୍ଟରେ ପ୍ରତିପକ୍ଷଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି। ପରବିନ୍ଦର ପ୍ରଥମେ ଜାତି...
ଭୁବନେଶ୍ୱର: ରାସ୍ତା ଉପରେ ଆଉ ମନଇଚ୍ଛା ଗାଡ଼ି ରଖି ହେବନି। ଗାଡ଼ି ରଖିଲେ ତଣ୍ଡ ଗଣିବେ ଚାଳକ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଖୁବ୍ଶୀଘ୍ର ଆଣିବାକୁ ଯାଉଛି ସ୍ମାର୍ଟ ପାର୍କିଂ ପଲିସି। ୩ ମାସ ମଧ୍ୟରେ ଆସିବ ଏହି ନୂଆ ନୀତି। ତେବେ ଏ ପର୍ଯ୍ୟନ୍ତ ପଲିସିର...
ଭୁବନେଶ୍ୱର: ୪ ଦିନ ଧରି ମୃତ୍ୟୁର ଯନ୍ତ୍ରଣାକୁ ସହି ଜୀବନ ପାଇଁ ସଂଗ୍ରାମ କରୁଥିବା ରଶ୍ମିତା ଦାସ ଶେଷରେ ଆଖିବୁଜିଛନ୍ତି। ଯୌତୁକ ନିଆଁରେ ତାଙ୍କୁ ଜାଳି ଦେଇଥିଲେ ଶଶୂଘର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବାରଦିଆ ଗାଁର ପୀଡ଼ିତା ରଶ୍ମିତାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍ସିବିରେ ମୃତ୍ୟୁ...
ଭୁବନେଶ୍ୱର : ଚାଇନା ଇଲେକ୍ଟ୍ରୋନିକ୍ସ ଶିଳ୍ପ ଉପରେ ପଡ଼ିଛି ‘କରୋନା’ ମାଡ଼। ଆଉ ଏଥିରେ ଘାଇଲା ହୋଇଛନ୍ତି ଭାରତୀୟ ବ୍ୟବସାୟୀ। ତେବେ ଚୀନରୁ ସାମଗ୍ରୀ ଆମଦାନୀ କଟକଣାକୁ ସ୍ଥାନୀୟ ବ୍ୟବସାୟୀ ସ୍ୱାଗତ କରିଛନ୍ତି। ଚାଇନାରୁ ଆସୁଛି ଟିଭି, ସ୍ମାର୍ଟଫୋନ, ଏଲଇଡି ଲାଇଟ୍ ଓ ଅନ୍ୟାନ୍ୟ ଘରକରଣା ଜିନିଷ।...
ନିଆଳି: ଦେଶ ପାଇଁ ସହିଦ ହୋଇ ମାଟିର ନାଁ ରଖିଲେ। ଗୌରବାନ୍ନିତ ହେଲା ପରିବାର ଓ ଅଞ୍ଚଳ। ହେଲେ ପୁଅ ବୀରଗତି ହେବାର ବର୍ଷକ ପରେ କିନ୍ତୁ ଦୁଃସ୍ଥ ଜୀବନ ବିତାଉଛନ୍ତି ସହିଦ ମନୋଜ ବେହେରାଙ୍କ ବାପା-ମା। ସହିଦ ପରିବାରକୁ ମିଳିଥିବା ସବୁ ସରକାରୀ ସହାୟତାକୁ ବୋହୂ ହଡ଼ପ...
ଭୁବନେଶ୍ୱର: ବଲିଉଡ୍ର ଆଉ ଜଣେ ଓଡ଼ିଆ ପୁଅ କମାଲ୍ କରିଛନ୍ତି। ୨୦୧୯ର ଶ୍ରେଷ୍ଠ ସାଉଣ୍ଡ ଡିଜାଇନର୍ ଭାବେ ଫିଲ୍ମଫେୟାର ସମ୍ମାନରେ ସମ୍ମାନିତ ହେବେ ଓଡ଼ିଆ ପୁଅ ନିହାର ରଞ୍ଜନ ସାମଲ। ସେ ଏହି ସମ୍ମାନ ‘ଉରି ଦ୍ ସର୍ଜିକାଲ ଷ୍ଟ୍ରାଇକ୍’ ଫିଲ୍ମ ପାଇଁ ପାଇବେ। ୨୦୧୯ର ଏହି ଫିଲ୍ମ...
କଟକ: ଘୋଡ଼ାନାଚରେ ମସ୍ଗୁଲ୍ ଡକ୍ଟର ଉତ୍ସବ ଚରଣ ଦାସ। କେତେବେଳେ ପୌରାଣିକ କଥାବସ୍ତୁ, ତ ଆଉ କେତେବେଳେ ଲୋକକଥା ଓ ଜନ ସଚେତନତା ବାର୍ତ୍ତା। ଏସବୁକୁ ସଂଗୀତର ରୂପ ଦେଇ ସାଥି କଳାକାରଙ୍କ ସହ ଦେଶର କୋଣ ଅନୁକୋଣରେ ଘୋଡ଼ାନାଚ ପ୍ରଦର୍ଶନ କରିଛନ୍ତି କଟକ ଚୌଦ୍ୱାର ଅଞ୍ଚଳର ଉତ୍ସବ...
ଭଦ୍ରକ(ପାର୍ଥସାରଥୀ ନାୟକ): ମୁଁ ଅତୁଲ୍ୟ, ଆପଣଙ୍କୁ ଗୁହାରି କରୁଛି। ମୋ ସ୍ତ୍ରୀକୁ ଖୋଜି ଆଣନ୍ତୁ। ଏମିତି ବି ଲାଗୁଛି ସେ କାହା ସହ ଚାଲି ଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ିର ଜଣେ ଯୁବକ ନିଜ ପତ୍ନୀ ନିଖୋଜ ହେବା ପରେ ଗୁହାରି କରୁଛନ୍ତି। ତାଙ୍କ ସ୍ତ୍ରୀ ମନ୍ଦିର ମନ୍ଦିର...
କଟକ: ମାତାଲ ପ୍ରଧାନଶିକ୍ଷକଙ୍କ ସ୍କୁଲରେ ଉନ୍ମତକାଣ୍ଡ। ସ୍କୁଲକୁ ମଦ ପିଇ ଆସି ଛାତ୍ରଛାତ୍ରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କଲେ। ଏପରି କିଛି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମେରିପୁର ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲର ପ୍ରଧାନଶିକ୍ଷକ ରବିନ୍ଦ୍ର ଦେଉରୀ ମଦ ପିଇ ସ୍କୁଲ ଭିତରକୁ ଆସି...
ବେଜିଂ: କରୋନା ଭାଇରସରେ ହୁହୁ ହୋଇ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। ଚୀନରେ ମୃତ୍ୟୁ ସଂଖ୍ୟା ୫୬୦ ଟପିଥିବା ବେଳେ ଏଥିରେ ୨୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି। କରୋନାର ଭୟାବହତାକୁ ଦେଖି ଚୀନ...
ଭୁବନେଶ୍ୱର: ରାଜ୍ୟରେ ବିଜୁଳୀ ସେବା କ୍ଷେତ୍ରରେ ଝିଣ୍ଟିକା ମାରି ବଣି ପୋଷୁଛନ୍ତି ରାଜ୍ୟ ସରକାର। ବଡ଼ ବଡ଼ ଶିଳ୍ପସଂସ୍ଥା ଏବଂ ବିଦ୍ୟୁତ ବିତରକ କମ୍ପାନୀଗୁଡ଼ିକୁ ୧୨ ହଜାର କୋଟି ଛାଡ଼ କରୁଛନ୍ତି। ଅପରପକ୍ଷେ ଗରିବ ଳୋକଙ୍କ ବିଜୁଳି କାଟିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୩୩୨ କମ୍ପାନୀ ଉପରେ...
ପୁରୀ: ମସଜିଦ୍ ନିର୍ମାଣ ନିଷ୍ପତ୍ତିକୁ କଡ଼ା ଭାଷାରେ ବିରୋଧ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏହା ହିନ୍ଦୁଙ୍କ ପାଇଁ କୋଠାରାଘାତ। ବାବର ଜଣେ ବଡ଼ ଆତଙ୍କବାଦୀ ଥିଲା। ଜାତିସଂଘ ପକ୍ଷରୁ ଏହାକୁ ବିଧିବଦ୍ଧ ଭାବେ ଘୋଷଣା କରିବା ପରିବର୍ତ୍ତେ ଏହାର ଇତିହାସକୁ ଗୌରବାନ୍ୱିତ...
ଗଞ୍ଜାମ: ପୁଣି ଚର୍ଚ୍ଚାରେ ଆଉ ଜଣେ ଡ୍ୟାନ୍ସିଂ ଟିଚର୍। ଏଥର ସାମ୍ନାକୁ ଆସିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୁଡ଼ାମାରି ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ସଦାଶିବ ପାଢ଼ୀଙ୍କ ଅଭିନବ ଶିକ୍ଷା ପଦ୍ଧତି। ପିଲାଙ୍କୁ ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ କ୍ଲାସ୍ରୁମ୍ରେ ଆକର୍ଷଣୀୟ ଢଙ୍ଗରେ ନାଚଗୀତ କରୁଛନ୍ତି...