• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

baman
ଏହି ବ୍ୟାଟ୍ସମ୍ୟାନ୍‌ଙ୍କୁ ୧୭ ମାସର ଜେଲ୍‌ଦଣ୍ଡ

କରାଚି: ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ୍ ନାସିର୍ ଜାମଶେଦଙ୍କୁ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ)ରେ ସ୍ପଟ୍ ଫିକ୍ସିଂରେ ଲିପ୍ତ ହେବା ଅଭିଯୋଗରେ ୧୭ମାସର ଜେଲ୍ ଦଣ୍ଡାଦେଶ ମିଳିଛି। ଜାମଶେଦଙ୍କୁ ବ୍ରିଟିଶ୍ ନାଗରିକ ୟୁସୁଫ୍ ଅନୱର୍ ଓ ମହମ୍ମଦ ଏଜାଜଙ୍କ ସହ ଗିରଫ୍ କରାଯାଇଥିଲା। ସେ ଆରମ୍ଭରୁ ନିଜ ଉପରେ ଲାଗିଥିବା...

sc
ଚାକିରି ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସରକାରୀ ଚାକିରି କିମ୍ବା ପଦୋନ୍ନତିରେ କୋଟା ଏବଂ ସଂରକ୍ଷଣ ବ୍ୟବସ୍ଥା ଏକ ମୌଳିକ ଅଧିକାର ନୁହେଁ। ଶୁକ୍ରବାର ଏକ ମାମଲାରେ ଶୁଣାଣି କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ସଂରକ୍ଷଣ ବ୍ୟବସ୍ଥା ରାଜ୍ୟଗୁଡ଼ିକୁ କୋଟା ପ୍ରଦାନ କରିବା ପାଇଁ ବାଧ୍ୟ କରିପାରିବ ନାହିଁ।...

mufti
ବିଛିନ୍ନତାବାଦୀଙ୍କ ସହିତ ମିଶିଥିଲେ ମେହେବୁବା ମୁଫ୍‌ତି: ଗୃହମନ୍ତ୍ରାଳୟ

ଶ୍ରୀନଗର: ପବ୍ଲିକ ସେଫ୍‌ଟି ଆକ୍ଟ(ପିଏସ୍‌ଏ) ଦ୍ୱାର ନଜର ବନ୍ଦୀ ହୋଇ ରହିଥିବା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ବିଛିନ୍ନତାବାଦୀଙ୍କ ସହିତ ମିଶି କାର୍ଯ୍ୟ କରୁଥିଲେ। କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ପିଏସ୍ଏ‌ର ଏକ ୬ ପୃଷ୍ଠା ବିଶିଷ୍ଟ ଫାଇଲ୍‌ରେ ଏପରି କଥା ଉଲ୍ଲେଖ ରହିଛି। ମେହବୁବାଙ୍କୁ...

kjroi
ଏକ୍‌ଜିଟ୍‌ ପୋଲ୍‌ରେ କେଜ୍ରିୱାଲ୍‌ଙ୍କ ଛକ୍କା: ଖାତା ଖୋଲିନି କଂଗ୍ରେସ, ବିଜେପି...

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାକୁ ଫେରିବ କି ଆମ୍ ଆଦ୍ମୀ ପାର୍ଟି? ଭୋଟଗ୍ରହଣ ପରେ ଆଜି ପ୍ରକାଶ ପାଇଥିବା ଏକ୍‌ଜିଟ୍ ପୋଲ୍‌ରେ ଏମିତି କିଛି ପୂର୍ବାନୁମାନ କରାଯାଇଛି। ପୂର୍ଣ୍ଣ ବହୁମତ ସହ କେଜରିଓ୍ୱାଲ୍ କ୍ଷମତାକୁ ଫେରିବା ଅଧିକାଂଶ ଏକ୍‌ଜିଟ୍ ପୋଲ ସର୍ଭେରେ ଦର୍ଶାଯାଇଛି। ବିଜେପି ନିଜ ସ୍ଥିତି ସୁଧାରିବା ସହ...

dd
ପଞ୍ଜାବରେ ଭୟଙ୍କର ବିସ୍ଫୋରଣ: ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ

ତରନତାରନ: ପଞ୍ଜାବରେ ଧାର୍ମିକ ଶୋଭାଯାତ୍ରା ବେଳେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସେହିଭଳି ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପଶ୍ଚିମ ପଞ୍ଜାବର ତରନ୍‌ତାରନ ଜିଲ୍ଲାରେ ଏହି ଅଘଟଣ ଘଟିଛି। ପଞ୍ଜାବ ପୁଲିସ ଡିଜିଙ୍କ ସୂଚନା ଅନୁସାରେ, ଜିଲ୍ଲାର...

kotha
ଜେସିବି ତଳେ ମାଟି ଖୋଳୁଥିବା ବେଳେ ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା

ମୋହାଲୀ: ପଞ୍ଜାବର ମୋହାଲି ଜିଲ୍ଲା ଖରାର୍ ସହର ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା। କୋଠା ତଳୁ ଦୁଇ ତିନିଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି କିଛି ଲୋକ କୋଠା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେବେ ଏପର୍ଯ୍ୟନ୍ତ କାହାର କିଛି କ୍ଷତି ହୋଇ ନଥିବା...

love
ଗୁଜରାଟ୍ ସିଂହ ଓ ସିଂହୀର ଏପରି ପ୍ରେମ କାହାଣୀ କେବେ ଶୁଣି ନଥିବେ

ରାଜକୋଟ: ଭାଲେନ୍‌ଟାଇନ୍ସ ଡେ’ରେ ସିଂହୀକୁ ପ୍ରପୋଜ୍‌ କରିବା ପାଇଁ ସିଂହ ଚାଲିଲା ୬୦ କିମି ବାଟ। ନିଜ ପ୍ରେମିକା ସହିତ ବିଶେଷ ମୁହୂର୍ତ୍ତ ବିତାଇବା ପାଇଁ ସିଂହ ତାର ୩ ଜଣ ପୁରୁଷ ବନ୍ଧୁଙ୍କ ସହିତ ରାଜୁଲାରୁ ପ୍ରାୟ ୬୦ କିମି ଦୂର ସାବରକୁଣ୍ଡକୁ ଯାଉଛି ସିଂହ। ସାବରକୁଣ୍ଡରେ...

malanh
ବାପ୍‌ରେ ବାପ୍ ! ଗୋଟିଏ ଦିନରେ ଏତିକି ଟଙ୍କା ଆୟ କଲା ଫିଲ୍ମ 'ମଲଙ୍ଗ'

ମୁମ୍ବାଇ: ଗୋଟିଏ ଦିନରେ ୬ କୋଟି ଟଙ୍କା ଆୟ କଲା ଆଦିତ୍ୟ ରୟ କାପୁର ଓ ଦିଶା ପଟ୍ଟାନୀଙ୍କ ଷ୍ଟାରର୍ ଫିଲ୍ମ ମଲଙ୍ଗ। ଶୁକ୍ରବାର ଫିଲ୍ମ ରିଲିଜ୍ ହେବା ଦର୍ଶକଙ୍କଠାରୁ ଭଲ ରେସ୍‌ପନ୍ସ ମିଳିଛି। Boxofficeindia.com ୱେବ୍‌ସାଇଟ୍‌ ଅନୁସାରେ ଫିଲ୍ମଟି ଗୋଟିଏ ଦିନରେ ୬ କୋଟି ଟଙ୍କା ଆୟ...

bbco
ନ୍ୟୁଜିଲ୍ୟାଣ୍ଡଠାରୁ ମ୍ୟାଚ୍‌ ହାରି ସିରିଜ୍ ହାରିଲା ଭାରତ

ଅକଲ୍ୟାଣ୍ଡ୍‌: ନ୍ୟୁଜିଲ୍ୟାଣ୍ଡ ସହିତ ଖେଳାଯାଉଥିବା ଏକଦିବସୀୟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ବି ହାରିଲା ଟିମ୍‌ ଇଣ୍ଡିଆ। କେବଳ ମ୍ୟାଚ୍‌ ନୁହେଁ ଆଜି ସିରିଜ୍‌ ବି ହାରିଯାଇଛି ଭାରତ। ପ୍ରଥମ ମ୍ୟାଚରେ ବୋଲରଙ୍କ ଖରାପ ପ୍ରଦର୍ଶନ, ଆଉ ଆଜିର ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଭାରତ ଏକ ଦିବସୀୟ...

man
ଗୋଲାପୀ ଦିନରେ ବିବାହ କଲେ ଓଲିଉଡ୍‌ ଷ୍ଟାର୍ ଅମ୍ଳାନ

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ୍‌ ଷ୍ଟାର୍‌ ଅମ୍ଳାନ ଦାସ। ପିଲା ଦିନର ବାନ୍ଧବୀ ଭୂମିକାଙ୍କୁ ଭଲପାଇ ବିବାହ କରିଛନ୍ତି ଅମ୍ଳାନ। ଭାଲେନ୍‌ଟାଇନ୍ସ ଡେ ଆରମ୍ଭରୁ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଦୁଇ ଲଭ୍‌ ବାର୍ଡସ। ତାଙ୍କ ବାହାଘରର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌...

crui
ମହିଳା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ: ଅଷ୍ଟ୍ରେଲିଆ ବିରୋଧରେ ଇଣ୍ଡିଆର ରେକର୍ଡ ବିଜୟ

ମେଲବର୍ଣ୍ଣ: ଲଗାତାର ଦୁଇଟି ମ୍ୟାଚ୍ ହାରିଥିବା ଭାରତୀୟ ମହିଳା ଟିମ୍ ଚଳିତ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଜବରଦସ୍ତ କମବ୍ୟାକ୍ କରିଛି। ଶନିବାର ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇଛି ଟିମ୍‌ ଇଣ୍ଡିଆ। ଏହି ବିଜୟ ସହ ଭାରତର ଫାଇନାଲ୍ ଖେଳିବା ଆଶା ମଧ୍ୟ ଉଜ୍ଜୀବିତ...

tyler
ଟେଲର୍‌ଙ୍କ ଡବଲ୍‌ ରେକର୍ଡ: ପଛରେ ପଡ଼ିଲେ କୋହଲି

ଅକଲ୍ୟାଣ୍ଡ୍‌: ନ୍ୟୁଜିଲ୍ୟାଣ୍ଡ୍ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର୍ ଅକ୍‌ଲ୍ୟାଣ୍ଡ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସର୍ବାଧିକ ରନ୍ କ୍ଷେତ୍ରରେ ଟେଲର ବିରାଟ୍ କୋହଲିଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଆଜି ମ୍ୟାଚ୍‌ରେ ଟେଲର୍ ଅପରାଜିତ...

save
ଶିକାରା ଫିଲ୍ମ ଦେଖି କାନ୍ଦି ପକାଇଲେ ଆଡ୍‌ଭାନୀ

ନୂଆଦିଲ୍ଲୀ: ହିନ୍ଦୀ ଫିଲ୍ମ ଶିକାରା ଦେଖି କାନ୍ଦି ପକାଇଲେ ବିଜେପିର ବରିଷ୍ଠ ନେତା ଏଲ୍‌କେ ଆଡଭାନୀ। ଫିଲ୍ମର ସ୍ପେଶାଲ୍‌ ସ୍କ୍ରିନିଂ ବେଳେ ଆଡ୍‌ଭାନୀ କୋହ ସମ୍ବରଣ କରିପାରି ନଥିଲେ। ଏହା ଦେଖି ବିଧୁ ଅଡ୍‌ଭାନୀଙ୍କ ପାଖକୁ ଯାଇ ତାଙ୍କୁ ପ୍ରବୋଧନା ଦେଇଥିଲେ। ଏହି ସମୟରେ ଭିଡିଓକୁ ନିଜେ ଇନ୍‌ଷ୍ଟ୍ରାଗ୍ରାମ୍‌ରେ...

mobille
ମୋବାଇଲ୍‌ ଚୋରି ହୋଇଗଲେ ଏଠି ଅଭିଯୋଗ କରନ୍ତୁ, ଅନ୍ୟ କେହି ବ୍ୟବହାର କରିପାରିବେନି ମୋବାଇଲ୍

ଆପଣଙ୍କ ମୋବାଇଲ୍‌ ଚୋରି ହୋଇଗଲେ, ଆପଣ କ’ଣ କରନ୍ତି? ମୋବାଇଲ୍‌ ହଜିଥିବା ସ୍ଥାନକୁ ଯାଇ ଖୋଜାଖୋଜି କରନ୍ତି, ନହେଲେ କାହାକୁ ପଚରଉଚରା କରନ୍ତି। ଅଧିକରୁ ଅଧିକ ମୋବାଇଲ୍‌ ଚୋରି କିମ୍ବା ହଜିଯାଇଥିବା ନେଇ ଥାନାରେ ଗୋଟେ ମାମଲା କରି ପୁଲିସ୍‌ର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରନ୍ତି। ଏଇଆ ନା ?...

v
ଭାଲେନ୍‌ଟାଇନ୍ସ ୱିକ୍‌ ଆଜିଠୁ ଆରମ୍ଭ

ଆଜି ରୋଜ୍‌ ଡେରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ୱିକ୍ସ, ମାନେ ପ୍ରେମ ସପ୍ତାହ। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ। ପ୍ରେମୀଯୁଗଳଙ୍କ ପାଇଁ ସପ୍ତାହ ବହୁତ୍ ଖାସ୍। ଗୋଲାପ ପ୍ରେମର ପ୍ରତୀକ ହୋଇଥିବାରୁ ଏହି ସପ୍ତାହର ପ୍ରଥମ ଦିନ ଗୋଲାପରୁ ହିଁ ଆରମ୍ଭ ହୋଇଥାଏ।। ସେହିପରି...

golap
ଲାଗିଲା ରଙ୍ଗ ଗୋଲାପୀ ଗୋଲାପୀ

‘ଦେଖା ଜୋ ଏକ୍‌ କିତାବ ମେଁ ରଖା ହୁଆ ଥା ଗୁଲାବ  ଦିଲ୍‌ ମେ ତେରେ ୟାଦ୍‌ କୀ ଖୁସ୍‌ବୁ ବିଖର ଗଇ’ ଭାଲେଣ୍ଟାଇନ୍ସ ୱିକ୍ସର ଆରମ୍ଭ ଆଜି ଗୋଲାପର ସୌନ୍ଦର୍ଯ୍ୟ ଓ ସୁଗନ୍ଧରୁ ଆରମ୍ଭ ହୋଇଛି। ଏହି ସପ୍ତାହର ପ୍ରଥମ ଦିନକୁ ରୋଜ୍‌ ଡେ ଭାବେ ପାଳନ...

saheend-bafg
ଦିଲ୍ଲୀ ନିର୍ବାଚନ ପରେ ଶାହୀନବାଗର ଶୁଣାଣି ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ । ଆଉ ଦିଲ୍ଲୀ ନିର୍ବାଚନ ପରେ ଶାହୀନବାଗ ମାମଲା ଶୁଣାଣି କରିବେ ସୁପ୍ରିମକୋର୍ଟ। ବିକ୍ଷୋଭକାରୀଙ୍କୁ ଶାହୀନବାଗରୁ ହଟାଇବା ନେଇ ହୋଇଥିବା ଅବେଦନର ଶୁଣାଣି ଫେବ୍ରୁଆରୀ ୧୦ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଜି ଓକିଲ ଅମିତ ଶାହଣୀଙ୍କ ଦାରା ଏ ସମ୍ପର୍କିତ...

wasim
ଆମେରିକା ଏୟାର୍‌ ଷ୍ଟ୍ରାଇକ୍‌ରେ ଆତଙ୍କବାଦୀ କାସିମ୍-ଅଲ୍-ରିମି ନିହତ

ୱାସିଂଟନ: ଆମେରିକା ସେନାର ଏୟାର ଷ୍ଟ୍ରାଇକ୍‌ରେ ଅଲ୍ କାଏଦା ଆତଙ୍କବାଦୀ କାସିମ୍-ଅଲ୍-ରିମି ନିହତ। ଗୁରବାର ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। AQAP(ଅଲ୍‌କାଏଦା ଇନ୍‌ ଦି ଆରବିଆନ ପେନିନ୍‌ସୁଲା) ପ୍ରତିଷ୍ଠାତା କାସିମ୍-ଅଲ୍ ରିମିକୁ ୟେମେନ୍‌ରେ ଡ୍ରୋନ୍ ଷ୍ଟ୍ରାଇକ୍ କରି ହତ୍ୟା କରିଛି ଆମେରିକା।...