ଭୁବନେଶ୍ୱର: ଗଞ୍ଜାମ ଗୋଳନ୍ଥରା ବସ୍ ଟ୍ରାଜେଡି ପରେ ରାଜ୍ୟରେ ବିପଦ ସଙ୍କୁଳ ବିଦ୍ୟୁତ୍ ତାରର ରିପୋର୍ଟ ମାଗିଛି ଶକ୍ତି ବିଭାଗ। ତେବେ ବିଡ଼ମ୍ବନା, ଏମିତି କୌଣସି ସହର ବା ଗାଁ ନାହିଁ, ଯେଉଁଠି ବିପଦସଙ୍କୁଳ ଅବସ୍ଥାରେ ଝୁଲି ନଥିବ ମୃତ୍ୟୁର ଫାଶ। ରାଜ୍ୟରେ ବିଜୁଳି ଭିତ୍ତିଭୂମି ସଜାଡ଼ିବାକୁ ୧୦ବର୍ଷ...
ଭୁବନେଶ୍ୱର: ତଥ୍ୟ ମାଗି ସରକାରଙ୍କ ମୁଖା ଖୋଲୁଥିବା ଆର୍ଟିଆଇ କର୍ମୀଙ୍କ କିଲିଂ ଜୋନ୍ ପାଲଟିଯାଉନି ତ ଓଡ଼ିଶା ? କାରଣ କେନ୍ଦ୍ରାପଡ଼ାର ରଂଜନ ଦାସ ହୁଅନ୍ତୁ କି କନ୍ଧମାଳର ଅଭିମନ୍ୟୁ ପଣ୍ଡା, ଉଭୟଙ୍କ ମୃତ୍ୟୁ ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟରେ ସୂଚନା...
ନୂଆଦିଲ୍ଲୀ: ମାଗଣା ବିଜୁଳି, ପାଣି ଓ ବସ୍ଯାତ୍ରା ବନାମ ସିଏଏ, ଧାରା ୩୭୦ ଉଚ୍ଛେଦ, ରାମମନ୍ଦିର କି ଟ୍ରିପଲ୍ ତଲାକ୍ ? ଆପ୍ର ବିକାଶ ମଡେଲ୍ ବନାମ୍ ବିଜେପିର ଜାତୀୟତାବାଦ୍ ନାରା। ପ୍ରଶାନ୍ତ କିଶୋରଙ୍କ ସୁକ୍ଷ୍ମ ଗୋଟି ଚାଳନା ଆଗରେ ଫେଲ ମାରିଲା କି ଅମିତ୍ ଶାହ ଆଣ୍ଡ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ, ଶାହାଙ୍କ ସହ ୯ କେନ୍ଦ୍ର ମନ୍ତ୍ରୀ, ୬ ମୁଖ୍ୟମନ୍ତ୍ରୀ ଓ ୧୦୦ରୁ ଅଧିକ ସାଂସଦଙ୍କ ଘମାଘୋଟ ପ୍ରଚାର ସତ୍ତ୍ୱେ ଦିଲ୍ଲୀରେ ମାଟି କାମୁଡ଼ିଲା ବିଜେପି। ପ୍ରଚଣ୍ଡ ବହୁମତ ସହ ଦିଲ୍ଲୀରେ ପୁଣି ଏକ ଐତିହାସିକ ବିଜୟ ପାଇଛି ଆମ୍ ଆଦ୍ମୀ ପାର୍ଟି। ହାଟ୍ରିକ୍ ବିଜୟ ସହ...
ସିଡନୀ: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଅନ୍ତର୍ଜାତୀୟ ଟି–୨୦ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ସଙ୍କେତ ଦେଇଛନ୍ତି। ୱାର୍ଣ୍ଣର୍ କହିଛନ୍ତି, ସେ ଟେଷ୍ଟ ଓ ଦିନିକିଆ କ୍ୟାରିୟରକୁ ଆଗକୁ ବଢ଼ାଇବା ସହ ନିଜ ପରିବାର ସହ ଅଧିକ ସମୟ ବିତାଇବା ପାଇଁ ଆଗାମୀ କିଛି ବର୍ଷ...
ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ପଠାଇଛନ୍ତି। ସେମାନଙ୍କ ଫାଶୀଦଣ୍ଡକୁ ସ୍ଥଗିତ ରଖି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ କେନ୍ଦ୍ରର ଆବେଦନକୁ ନେଇ ଏହି ନୋଟିସ୍ କରାଯାଇଛି। ଏଥିସହିତ କୋର୍ଟ କହିଛନ୍ତି, କର୍ତ୍ତୃପକ୍ଷ ନୂଆ ଏକ...
ନୂଆଦିଲ୍ଲୀ: ସାରା ଦେଶକୁ ୨୦୧୮ ମାର୍ଚ୍ଚ ସୁଦ୍ଧା ଗେରୁଆ ରଙ୍ଗରେ ରଙ୍ଗିନ କରିଥିବା ବିଜେପି ଏବେ ଧୀରେଧୀରେ କ୍ଷମତା ହରାଇବାରେ ଚାଲିଛି। କେବଳ ଯେ ବିଜେପି ବିଧାନସଭା ନିର୍ବାଚନରେ ହାରୁଛି ତା’ ନୁହେଁ ବରଂ ଭୋଟ ଭାଗ ମଧ୍ୟ ଦଳର ହ୍ରାସ ପାଉଛି। ୨୦୧୮ ମାର୍ଚ୍ଚ ମାସରୁ ଇତି...
ନୂଆଦିଲ୍ଲୀ: ଦିଲ୍ଲୀର ପୁଣି କେଜ୍ରି କ୍ରେଜ୍। ଦିଲ୍ଲୀବାସୀଙ୍କ ଦିଲ୍ ଜିତିଲେ କେଜ୍ରିୱାଲ। ବହୁମତ ସହ ପୁଣିଥରେ ଦିଲ୍ଲୀରେ କ୍ଷମତା ହାସଲ କରିଛି ଅରବିନ୍ଦ କେଜ୍ରିୱାଲ୍ଙ୍କ ଆମ ଆଦମୀ ପାର୍ଟି। ଦିନେକି ଦୁଇ ଦିନ ଭିତରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି। କୁହାଯାଉଛି...
ନୂଆଦିଲ୍ଲୀ: ‘ଦିଲ୍ଲୀ ବାଲୋଁ ଗଜବ୍ କରିଦିଆ ଆପ୍ ଲୋଗୋନେ, ଆଇ ଲଭ୍ ୟୁ’ ଦିଲ୍ଲୀରେ ବିପୁଳ ବିଜୟ ପରେ ଦିଲ୍ଲୀବାସୀଙ୍କୁ ଏପରି କହିଛନ୍ତି ଅରବିନ୍ଦ କେଜ୍ରିୱାଲ୍। ଦିଲ୍ଲୀରେ ପୁଣିଥରେ କେଜରିଓ୍ୱାଲଙ୍କ ସରକାର ହେବାକୁ ଯାଉଛି। ଦିଲ୍ଲୀ ରାଜନୀତି ମଇଦାନରେ ହ୍ୟାଟ୍ରିକ୍ ମାରିଛି ଆପ୍। ପୁଣି ଥରେ ପ୍ରଚଣ୍ଡ ଜନମତ...
ଗଞ୍ଜାମ: ମେଣ୍ଡରାଜପୁର ଗାଁ ଛକରେ ୧୧ କେଭି ତାର ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ସାଉଥ୍କୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଗଞ୍ଜାମ ଜିଲ୍ଲା କଂଗ୍ରେସ। କଂଗ୍ରେସର କର୍ମୀ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ ଏକ ଅଭିଯୋଗ ପତ୍ର ଦେବା ସହ ଅତି ଶୀଘ୍ର ତଦନ୍ତ କରିବାକୁ...
ଭୁବନେଶ୍ୱର: ଓଡ଼ିଶାରେ ବିମ୍ଷ୍ଟେକ୍ର ଦ୍ୱିତୀୟ ବିପର୍ଯ୍ୟାୟ ପରିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଐତିହ୍ୟ ତଥା ସାଂସ୍କୃତିକ ସ୍ଥଳକୁ ରକ୍ଷା କରାଯାଇ ପାରିବ ସେ ନେଇ ଯୋଜନା ଚାଲିଛି। ଏଥିରେ ବିମ୍ଷ୍ଟେକ୍ରେ ସାମିଲ ଥିବା ସାତଟି ଦେଶ ମଧ୍ୟରୁ ଭାରତ ସହ ବାଂଲାଦେଶ, ମିଆଁମାର,...
ପୁରୀ: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ପୁରୁଣା କିର୍ତ୍ତୀରାଜି ଭାଙ୍ଗି ସାଦା ପଥର ଲଗାଯିବା ଖବର ମିଛ। ସୋଶାଲ୍ ମିଡିଆରେ ପ୍ରକାଶ ପାଇଥିବା ଏଭଳି ଟ୍ୱିଟ୍କୁ ଭୁଲ୍ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଛି ଏଏସ୍ଆଇ। ତାସହ ଟ୍ୱିଟ୍ରେ ଦର୍ଶାଯାଇଥିବା ଦୁଇଟି ଯାକ ଚିତ୍ର ମନ୍ଦିରର ୨ଟି ଭିନ୍ନ...
ପାଣାଜୀ: ଯିଏ ବି ଭାରତରେ କାମ କରିବାକୁ ଚାହୁଁଛନ୍ତି, ସେମାନେ ହିନ୍ଦୁଙ୍କ ସହିତ ମିଶିକି ଓ ହିନ୍ଦୁଙ୍କ ସଶକ୍ତିକରଣ ପାଇଁ କାମ କରିବା କଥା। ଗୋଆ ରାଜଧାନୀ ପାଣାଜୀର ଦୋନା ପାଓଲାଠାରେ ‘ବିଶ୍ୱଗୁରୁ ଭାରତ ଆର୍ଏସ୍ଏସ୍ର ଦୃଷ୍ଟିକୋଣ’ ବିଷୟ ଉପରେ ଭାଷଣ ଦେଇ ଏପରି କହିଛନ୍ତି ଆର୍ଏସ୍ଏସ୍ ସାଧାରଣ...
ନୂଆଦିଲ୍ଲୀ: ଚାଇନାରେ ମୃତ୍ୟୁର ତାଣ୍ଡବ ରଚାଉଥିବା କରୋନା ଭାଇରସ୍ ଆକ୍ରମଣ କରିବାକୁ ଥିବା ସମ୍ଭାବ୍ୟ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ୧୭ ରହିଛି। ହମ୍ବୋଲ୍ଟ ବିଶ୍ୱବିଦ୍ୟାଳୟ ଏବଂ ବର୍ଲିନ୍ର ରବର୍ଟ କୋଚ୍ ଇନଷ୍ଟିଚ୍ୟୁଟ୍ ମିଳିତ ଭାବେ ଏକ ମଡେଲ ଆପଣାଇଛନ୍ତି, ଯାହାକି ଚାଇନାକୁ ଛାଡ଼ି ୩୦ଟି ଦେଶର ରିସ୍କକୁ...
ପୋଚେଫଷ୍ଟ୍ରୁମ୍: ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲ୍ରେ ବାଂଲାଦେଶର ଲଢ଼ୁଆ ବୋଲିଂକୁ ସାମ୍ନା କରିପାରିଲାନି ଭାରତ। କେବଳ ଯଶସ୍ୱୀ ଜୈଶ୍ୱାଲ୍ ଲଢ଼ୁଆ ଇନିଂସ ଖେଳି ୮୮ ରନ୍ର ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ଼ ସ୍କୋର୍ କରିପାରି ନଥିଲେ। ଚଳିତ ଆଇସିସି ଅଣ୍ଡର୍-୧୯...
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ଓ ଭାରତୀୟ ବିଚାର କେନ୍ଦ୍ରମ୍ର ପ୍ରତିଷ୍ଠାତା ନିର୍ଦ୍ଦେଶକ ତଥା ଜନସଂଘର ପୂର୍ବତନ ନେତା ପି ପରମେଶ୍ୱରନ୍ଙ୍କର ପରଲୋକ ହୋଇଛି। ରବିବାର ରାତି ୧୨.୧୦ରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ କେରଳର ପାଲାକ୍କାଡ୍...
ମେଲ୍ବର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଅଲ୍ରାଉଣ୍ଡର୍ ଆଲିଶ ପେରୀଙ୍କ ଚ୍ୟାଲେଞ୍ଜ୍ ପାଇ ଦୀର୍ଘ ସାଢ଼େ ୫ ବର୍ଷ ପରେ ପୁଣିଥରେ ପଡ଼ିଆକୁ ଓହ୍ଲାଇଲେ କ୍ରିକେଟ୍ ଗଡ୍ ସଚିନ୍ ତେନ୍ଦୁଲକର। ଡାକ୍ତରଙ୍କ ବାରଣ ସତ୍ତ୍ୱେ ବ୍ୟାଟିଂ ଆହ୍ୱାନ୍କୁ ସ୍ୱୀକାର କରିବା ସହିତ ପେରୀଙ୍କ ପ୍ରଥମ ବଲ୍ରେ ହିଁ ୪ ମାରିଥିଲେ...
ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ଗୋଳନ୍ଥରା ଥାନା ମେଲକୋତୁର ନିକଟରେ ବଡ଼ ଧରଣର ଅଘଟଣ । ନିର୍ବନ୍ଧ ଲାଗି ଯାତ୍ରୀ ନେଇ ଯାଉଥିବା ବସ୍ରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର।...